April 20, 2024

ଗେଣ୍ଡୁ ଫୁଲର ଔଷଧୀୟ ପ୍ରୟୋଗ

1 min read

ଆ.ଓ.ରି(ତା୧୯|୫)

ଗେଣ୍ଡୁ ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ସରୁସରୁ, ଫୁଲ ମୁଖ୍ୟତଃ ହଳଦିଆ ଓ ଲାଲ ରଙ୍ଗର। ଏହା ଅତି ବେଶୀରେ ଏକ ମିଟର ଯାଏ ବଢ଼ିଥାଏ।

 

ଔଷଧୀୟ ଗୁଣ

ଏହାର ସର୍ବାଙ୍ଗ ଔଷଧୀୟ ଉପଯୋଗରେ ଆସିଥାଏ।

ଏହା ଛାତିର ଯନ୍ତ୍ରଣାରେ ଗୁଣକାରୀ

ମନର ଉଦ୍ବିଗ୍ନତାକୁ ଦୂର କରେ

ଶରୀରରୁ କୃମି ଦୂର କରିଥାଏ

ରକ୍ତ ଶୋଧକ

ଆଣ୍ଠୁ ଗଣ୍ଠି ଦରଜରେ ଅତି ଗୁଣକାରୀ, ଥଣ୍ଡା-ସର୍ଦ୍ଦି, ଆନ୍ତରିକ କ୍ଷତ, ଆଖି ଓ ଜରାୟୁ ରୋଗ ଆଦିରେ ଉପକାରୀ

ଘାଆ, ବଥ ଓ ଚର୍ମର ନାନାଦି ବିକାର ଦୂରକରେ

କାନ ଟଣାରେ ଉପକାରୀ

ମୃଦୁ ବିରେଚକ

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.