March 27, 2023

ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ

1 min read
Charan-Ramdas-aajira odisha

ଆଓରି-ଭୁବନେଶ୍ଵର(୨୫/୦୫) : ବିଶିଷ୍ଟ ପ୍ରବଚକ ଚାରଣ ରାମ ଦାସଙ୍କ ପରଲୋକ । ସୋମବାର ରାତିରେ ଚାରଣ ରାମଦାସଙ୍କ ପରଲୋକ ହୋଇଛି। କିଛି ଦିନ ତଳେ କରୋନାରେ ହୋଇଥିଲେ ଆକ୍ରାନ୍ତ । ତାଙ୍କ ଫୁସଫୁସ୍ ପ୍ରଭାବିତ ହୋଇଥିଲା ଓ ସେ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭବ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ପ୍ରବଚକ ହିସାବରେ ସେ ସାରା ରାଜ୍ୟରେ ବେଶ ପରିଚିତ ଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.