ଜାତୀୟ

ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଆଓରି(ତା୨୫|୪)- ବଳତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବାକୁ ଯାଇ କହିଛନ୍ତି , ଝିଅଙ୍କୁ ଅଧିକ ସମ୍ମାନ ଦେବାଲାଗି ପୁଅଙ୍କ ଦାୟିତ୍ଵ ବୋଧ ବୃଦ୍ଧିକରିବାକୁ ପଡିବ | ଝିଅଙ୍କ ଲାଗି ଏକ ସୁରକ୍ଷା ବାତାବରଣ ସୃଷ୍ଟିକରିବା ଦିଗରେ ପୁଅଙ୍କ ଉତ୍ତରଦାୟିତ୍ଵ  ରହିବା ଉଚିତ | ମହିଳା ଓ ଝିଅଙ୍କ ସୁରକ୍ଷା ଲାଗି ଏକ ଜନଜାଗରଣ ପ୍ରଥମେ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ର ମଣ୍ଡଲା ଜିଲ୍ଲା ରେ କହିଛନ୍ତି | ଏହିପରି ନୃଶଂସ ଅପରାଧୀ ମାନଙ୍କ ପାଇଁ କେନ୍ଦ୍ର କଠୋର ଦଣ୍ଡବିଧାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button