ଜାତୀୟରାଜ୍ୟ

ବିଳମ୍ବରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

ଆ.ଓ.ରି(ତା୨୬|୫)- ବିଳମ୍ବରେ ପହଞ୍ଚିବେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ଦେଢରୁ ୨ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରରେ ପହଞ୍ଚିବା ସମ୍ଭାବନା ରହିଛି। ୧ଟା ୨୫ରେ ବାହାରି ୩ଟା ୨୫ରେ ପହଞ୍ଚିବାର ଥିଲା; ହେଲେ ୨ଟା ୩୮ରେ ବାହାରିଥିବାରୁ ସାଢେ ୪ଟା ପରେ ପହଞ୍ଚିପାରନ୍ତି ମୋଦି।

ଯଥେଷ୍ଟ ବିଳମ୍ବରେ ଦିଲ୍ଲୀ ଛାଡ଼ିଥିବା ଏୟାରପୋର୍ଟ ସୂତ୍ରରୁ ସୂଚନା ମିଳିଛି। ଏପଟେ ମୋଦିଙ୍କ ଗସ୍ତରେ ସାମାନ୍ୟ ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

Related Articles

Leave a Reply

Your email address will not be published. Required fields are marked *

Back to top button