ରାଜନୀତିରାଜ୍ୟ

କଟକରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ

ଆ.ଓ.ରି(ତା୨୬|୫)-କଟକରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିଲେ ମୋଦି। କଟକରେ ଜନ କଲ୍ୟାଣ ସମାବେଶରେ ଯୋଗ ଦେବେ।

ନିଜ ଶାସନର ଚତୁର୍ଥ ବର୍ଷର ହିସାବ ଦେବାକୁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏନ୍‌ଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ । କଟକ କିଲା ପଡ଼ିଆରେରେ ଆୟୋଜିତ ହୋଇଛି ସମାବେଶ। ମୋଦିଙ୍କ ଜନକଲ୍ୟାଣ ସଭା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button