ବ୍ୟକ୍ତିତ୍ଵରାଜ୍ୟ

ସର୍ଦ୍ଦାର ବଲ୍ଲବଭାଇ ପଟେଲ୍‌ଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୧/୯) : ଚଳିତବର୍ଷ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲବଭାଇ ପଟେଲ୍‌ଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ। ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍‌ ଠାରୁ ୩.୫ କିଲୋମିଟର ଦୂର ସାଧୁବେଟ୍‌ରେ ଏହି ୧୮୨ ମିଟର ଉଚ୍ଚତାବିଶିଷ୍ଟ ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ସୂଚନା ଦେଇଛନ୍ତି। ପଟେଲ୍‌ଙ୍କର ୧୪୩ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ତଥା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଲୋକାର୍ପଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button