ଜାତୀୟ

ବଜେଟ କୁ ନେଇ ବିରୋଧୀଙ୍କୁ ଜବାବ ଦେଲେ ପ୍ରଧାନମନ୍ତ୍ରୀ

ଆଓରି-ନୂଆଦିଲ୍ଲୀ(୦୧/୦୨) : ଚଳିତ ବର୍ଷର ପ୍ରଥମ ବଜେଟ୍‌ ଶୁକ୍ରବାର ସଂସଦରେ ଉପସ୍ଥାପନ ହେବା ପରେ ଏହାକୁ ନେଇ ଆସିଛି ଅନେକ ପ୍ରତିକ୍ରିୟା। କେହିକେହି ଏହା ସାଧାରଣ ଜନତାଙ୍କୁ ସୁହାଇଲା ଭଳି ବଜେଟ୍‌ କହୁଥିବା ବେଳେ ବିରୋଧୀ କହୁଛି ଏହା ମୋଦି ସରକାରଙ୍କ କୃଷକଙ୍କ ପ୍ରତି ଉପହାସ। ହେଲେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହା କେବଳ ଟ୍ରେଲର୍‌। ଏହି ବଜେଟ୍‌ ଦେଶର ଜନତାଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି। ତେବେ ନିର୍ବାଚନ ପରେ ଅସଲ ବଜେଟ୍‌ ଏନ୍‌ଡିଏ ଉପସ୍ଥାପନ କରିବ ବୋଲି ସେ ମତ ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button