March 18, 2023

ନଭେମ୍ବର ୧୩ରୁ ଶୀତକାଳୀନ ଅଧିବେଶନ

1 min read
Bidhansabha-Bhubaneswar-Aajira-Odisha

ଆଓରି-ଭୁବନେଶ୍ଵର(୨୫/୦୯) : ଆସନ୍ତା ମାସରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ । ଏନେଇ ଆଜି ବିଜ୍ଞପ୍ତ ପ୍ରକାଶ ପାଇଛି । ନଭେମ୍ବର ମାସ ୧୩ତାରିଖରୁ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସ୍ଥିର କରାଯାଇଛି । ନଭେମ୍ବର ୧୩ରୁ ଡିସେମ୍ବର ୧୯ମଧ୍ୟରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନରେ ଅନେକ ଗୁରତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି ।

ତେବେ କିଛି ବିଧାୟକ ପ୍ରଥମ ଥର ପାଇଁ ଶୀତକାଳୀନ ଅଧିବେଶନରେ ଯୋଗଦେବାକୁ ଯାଉଛନ୍ତି । ସେମାନେ ପ୍ରଥମ ଥର ଅଧିବେଶନରେ ଯୋଗଦେବା ସହ ତାଙ୍କର ଆଭିମୁଖ୍ୟ କ’ଣ ରହିବ ସେନେଇ ସମସ୍ତଙ୍କ ନଜର ରହିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.