ଖେଳଜାତୀୟ

ଓଡ଼ିଆ ଚେସ୍ ଖେଳାଳି ଜିତିଲେ ଗୋଲ୍ଡ ମେଡାଲ

ଆ.ଓ.ରି(ତା୨୬|୫)-ଏସିଆନ ୟୁଥ୍ ଚେସ୍ ଚମ୍ପିୟାନସିପ୍ ରେ ଓଡ଼ିଶାର ୭ ଜଣ ଖେଳାଳି ଭାଗ ନେଇଥିଲେ। ଏହା ଅନୁଷ୍ଠିତ ହୋଇଥିଲା ଫିଲିପାଇନସ୍ ର ସ୍ୟୁବିକ୍ ସହରରେ।

ସେମାନଙ୍କ ମଧ୍ୟରେ ୫ ଜଣ ସ୍ଵର୍ଣ୍ଣପଦକ ଜିତି ଥିବାବେଳେ ଅନ୍ୟ ଦୁଇଜଣ ରୌପ୍ୟ ପଦକ ହାସଲ୍ କରିଛନ୍ତି।

ସେମାନଙ୍କର ନାମ ହେଲା

ଋତୁମ୍ଭରା ବିଧାର(ଗୋଲ୍ଡ), ସଂକଳ୍ପ ବଳିଆର ସିଂ(ଗୋଲ୍ଡ), ରାକେଶ କୁମାର ଜେନା(ବ୍ରୋଞ୍ଜ), ସାଇନା ସଲୋନିକା (ଗୋଲ୍ଡ)

Related Articles

Leave a Reply

Your email address will not be published. Required fields are marked *

Back to top button