May 20, 2024

ଓଡିଶାରେ ଅମିତ ଶାହାଙ୍କ , ରାଜ୍ୟ ସରକାରଙ୍କ ପ୍ରତି ସମାଲୋଚନା

1 min read

ଆଜିର ଓଡିଶା (ତା ୪|୪) –       ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଅମିତ ଶାହା ଓଡିଶାରେ  ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି    । ଓଡିଶାରେ ଭଲ ଶାସକ ନାହାନ୍ତି ବୋଲି ଅମିତ ଶାହ କହିଛନ୍ତି । ଏତେ ବର୍ଷ ନବୀନ ପଟ୍ଟନାୟକ ଓଡିଶାରେ ଶାସନ କରିଥିଲେ ମଧ୍ୟ ରାଜ୍ୟର ବିକାଶ ହୋଇ ପାରି ନ ଥିବା ସେ ଅଭିଯୋଗ କରିଛନ୍ତି ।  ୨୦୧୯ରେ ଭାଜାପା ରାଜ୍ୟରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.