ରାଜ୍ୟ

କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାକୁ ବିଫଳ କରୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୯/୧୨) : କେନ୍ଦ୍ର ସରକାରଙ୍କ ସଫଳତା ଗାଥା ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ପାଇଁ ଆଉ କେତୋଟି ମାସ ବାକିଥିବା ବେଳେ ସବୁ ଦଳ ନିଜର ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଧାମନଗରର ଗୋବିନ୍ଦପୁରରେ ବିଜେପିର ଜବାବ୍ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଅନେକ ଜନହିତକାରୀ ଯୋଜନା କରୁଥିବା ବେଳେ ରାଜ୍ୟ ଏହାର ସଫଳ ରୂପାୟନ କରିବାରେ ବିଫଳ । ଯାହାକି ଅତ୍ୟନ୍ତ ଦୁର୍ଭଗ୍ୟନଜକ ବୋଲି ସେ କହିଛନ୍ତି । ବିଜେପି ପକ୍ଷରୁ ଆୟୋଜିତ ଏହି ସମାବେଶରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button