ରାଜନୀତିରାଜ୍ୟ

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ସାମିଲ ହେଲେ ୧୦୦୦ ତୀର୍ଥଯାତ୍ରୀ

ଆଓରି(ତା୧୬|୪)-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବଲପୁରଠାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିରେ ୧ ହଜାର ବରିଷ୍ଠ ନାଗରିକ ସମ୍ବଲପୁରରୁ ଟ୍ରେନ୍‌ ଯୋଗେ ଶିରିଡ଼ି, ନାସିକ ଓ ତ୍ରୟମ୍ବକେଶ୍ୱରକୁ ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଦ୍ୟାବଧି ୫,୯୩୩ ବରିଷ୍ଠ ନାଗରିକ ଏହି ଯୋଜନାର ସୁବିଧା ପାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button