March 24, 2023

ମୋଦି ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଝିଅ ନନ୍ଦିତା ମିଶ୍ର

1 min read
Nandita-Mishra-IES-Aajira-Odisha

ଆଓରି-ଭୁବନେଶ୍ଵର(୦୨/୧୧) : ଓଡ଼ିଆ ଝିଅ ନନ୍ଦିତା ମିଶ୍ର  ମୋଦି ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା । ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ରହିଛନ୍ତି। ସରକାର ଏବେ ତାଙ୍କର ବଦଳି କରିଛନ୍ତି କର୍ପୋରେଟ ମନ୍ତ୍ରଣାଳୟକୁ।  ୧୯୯୩ ବ୍ୟାଚର ଆଇଇଏସ ହେଉଛନ୍ତି ନନ୍ଦିତା ମିଶ୍ର। ସେ ଡିଏମ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିଲେ। ଆଗାମୀ ଦିନରେ ତାଙ୍କର ପରାମର୍ଶ ଦେଶର ଅର୍ଥନୀତିକୁ ସୁଦୃଢ କରିବ ବୋଲି ଡିଏମ ସ୍କୁଲର ଆଲୁମ୍‌ନି ଅଂଶୁମାନ ଦାସ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.