ଜାତୀୟ

ମାଓବାଦୀ ଆକ୍ରମଣ: ୨ ଯବାନ ଶହୀଦ, ୨୮ ଆହତ

ଆଜିର ଓଡିଶା -(ତା୯|୪)-ଛତିଶଗଡ଼ ବିଜାପୁର ମହାଦେବ ଘାଟି ଅଞ୍ଚଳରେ ମାଓବାଦୀମାନେ ସୋମବାର ଏକ ସିଆରପିଏଫ୍‌ ବସ୍‌କୁ ଟାର୍ଗେଟ୍‌ କରିଛନ୍ତି। ଆଇଡି ଲଗାଇ କରାଯାଇଥିବା ବିସ୍ଫୋରଣରେ ସିଆରପିଏଫ୍‌ ୮୫ ବାଟାଲିଅନର ୨ ଜଣ ଯବାନ ଶହୀଦ ହେବା ସହିତ ୨୮ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍‌ ୧୪ରେ ବିଜାପୁର ଜଙ୍ଗଲ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ଏଠାରେ ବାସ କରୁଥିବା ୪୦ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ୍‌ କରିବେ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୫ ଦିନ ପୂର୍ବରୁ ମାଓବାଦୀମାନେ ଏଭଳି ଆକ୍ରମଣ କରଛନ୍ତି। ବିସ୍ଫୋରଣରେ ପ୍ରମୁଖ ରାସ୍ତାଘାଟ ନଷ୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button