ଖେଳ

ଜାତୀୟ ବାଳକ ହକି: କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା

ଉତ୍ତର ପ୍ରଦେଶର ସେଫାଇ ଠାରେ ଚାଲିଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳକ ହକି (ଏ-ଡିଭିଜନ) ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛି ଓଡ଼ିଶା। ପୁଲ୍‌-ଡି’ରେ ସାମିଲ ଥିବା ଓଡ଼ିଶା ରବିବାର ଉତ୍ତର ପ୍ରଦେଶ ନିକଟରୁ ୨-୩ ଗୋଲ୍‌ରେ ହାରି ଯାଇଥିଲା ବେଳେ ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ସ୍କୁଲ୍‌ ସ୍ପୋର୍ଟସ୍‌ ସଂଘକୁ ୭-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button