ରାଜ୍ୟ

ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟର ଉଦ୍‌ଘାଟିତ

ଆ.ଓ.ରି(ତା୨୮|୫)-ଭୁବନେଶ୍ୱରରେ ଉଦଘାଟନ ହେଲା ନାସନାଲ୍ ଡାଟା ସେଣ୍ଟର କେନ୍ଦ୍ର। ଇଲେକଟ୍ରୋନିକ୍ସ ଓ ସୂଚନା ବୈଷୟିକୀ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥଲେ।

ନାସନାଲ୍ ଡାଟା ସେଣ୍ଟର ଦ୍ୱାରା ନାଗରିକଙ୍କୁ ଇ-ହସ୍ପିଟାଲ ସୁବିଧା ମିଳିପାରିବ। ଡିଜିଟାଲ ପ୍ଲାଟଫର୍ମ ଜରିଅାରେ ରୋଗୀ, ହସ୍ପିଟାଲ ଓ ଡାକ୍ତରଙ୍କୁ ସଂଯୋଗ ଓ ପେନ୍‌ସନଧାରୀଙ୍କ ପାଇଁ ବ୍ୟାଙ୍କ ସହିତ ଡିଜିଟାଲ ସଂଯୋଗ ହୋଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button