May 23, 2022

ଓଡ଼ିଶା ଆସୁଛନ୍ତି ମୋଦି

1 min read

Bhubaneswar: Prime Minister Narendra Modi waves to supporters at Bhubaneswar airport on Saturday. PTI Photo(PTI4_15_2017_000142b)

ଆ.ଓ.ରି(ତା୧୯|୫)-ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି।

କେନ୍ଦ୍ରରେ ବିଜେପି ସରକାରର ୪ ବର୍ଷର ପୂର୍ତ୍ତ ଅବସରରେ ଓଡ଼ିଶାରେ ହେବାକୁ ଥିବା ଏକ ବିଶାଳ ଜନସଭାରେ ମୋଦି ଯୋଗଦେଇ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବେ।ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତ ଅବସରରେ ମୋଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.