ଜାତୀୟରାଜନୀତିରାଜ୍ୟ

ଓଡ଼ିଶା ଆସୁଛନ୍ତି ମୋଦି

ଆ.ଓ.ରି(ତା୧୯|୫)-ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି।

କେନ୍ଦ୍ରରେ ବିଜେପି ସରକାରର ୪ ବର୍ଷର ପୂର୍ତ୍ତ ଅବସରରେ ଓଡ଼ିଶାରେ ହେବାକୁ ଥିବା ଏକ ବିଶାଳ ଜନସଭାରେ ମୋଦି ଯୋଗଦେଇ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବେ।ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତ ଅବସରରେ ମୋଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button