ଜାତୀୟ

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆଜି କେରଳ ଛୁଇଁଛି ମୌସୁମୀ । ଫଳରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏନେଇ ତାଜା ସୂଚନା ଦେଇଛନ୍ତି IMD ନୂଆ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ପ୍ରଥମେ ଜୁନ୍‌ ରେ କେରଳ ଛୁଇଁବା ନେଇ କୁହାଯାଉଥିଲା । କିନ୍ତୁ ପରେ ଜୁନ 8 ସୁଦ୍ଧା କେରଳ ଉପକୂଳ ଛୁଇଁବ ମୌସୁମୀ ବୋଲି IMD ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଏହାସହ ମୌସୁମୀ ଓଡ଼ିଶା ପହଞ୍ଚିବା ବିଳମ୍ବ ହେବାର ସମ୍ଭାବନା ରହିଥିବା ମଧ୍ୟ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button