ଅପରାଧ

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଆ.ଓ.ରି(ତା୨୫|୫)-କେନ୍ଦ୍ରାପଡ଼ାର ଡେରାବିଶ ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ନାବାଳିକା ଜଣକ ବାହାରେ ବୁଲୁଥିବା ବେଳେ ଟଙ୍କା ଦେବାକୁ କହି ନାବାଳିକା ସହ ତାର ଛୋଟ ଛୋଟ ଭାଇଭଉଣୀଙ୍କୁ ଅଭିଯୁକ୍ତ ଏକ ଘର ମଧ୍ୟକୁ ନେଇଯାଇଥିଲା ସେହି ଘରେ ଅନ୍ୟମାନଙ୍କୁ ବାହାରକୁ ପଠାଇ ଦେଇ ନାବାଳିକା ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଡେରାବିଶ ଥାନାରେ ମାମଲା ପରେ ଟାଙ୍ଗୀ ହଳଦିଆ ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button