ରାଜ୍ୟ

ଚିତ୍ରକୋଣ୍ଡାରେ ମାଓ ବ୍ୟାନର୍‌

ଆ.ଓ.ରି(ତା୯|୫)-

ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଛନ୍ତି। କାର୍ଲ ମାର୍କସଙ୍କ ୨ଶହ ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଛି। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ ନେଇ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ।

ଗତ ୫ ତାରିଖରେ ମାଲକାନଗିରିର ଦୋରାଗୁଡ଼ା, ନୂଆଗୁଡା, ପାପୁଲୁଲୁ ପଞ୍ଚାୟତରେ କାର୍ଲ ମାର୍କସଙ୍କ ଚିନ୍ତାଧାରାକୁ ନେଇ ଏଭଳି ଏକ ପୋଷ୍ଟର ମାରିଥିଲେ ମାଓବାଦୀ। ମାଓ ବ୍ୟାନରକୁ ନେଇ ଚିତ୍ରକୋଣ୍ଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button