ରାଜନୀତି

ମହିଳା ସୁରକ୍ଷା ଯାତ୍ରାର ଅଷ୍ଟମ ଦିବସ

ଆ.ଓ.ରି(ତା୩୧|୫)-ରାଜ୍ୟରେ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟଵ୍ୟାପି ଚାଲୁଥିବା “ମହିଳା ସୁରକ୍ଷା ଯାତ୍ରା”ର ଆଜି ଅଷ୍ଟମ ଦିବସରେ ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା ଠାରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button