ଅପରାଧ

ମାତିଲେ ଲୁଟେରା

ଆ.ଓ.ରି(ତା୧୬|୫)-ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଲୁଟ୍। ପୁରୀ ଟାଉନ ଥାନ ଅନ୍ତର୍ଗତ ମରିଚିକୋଟ ଗଳିରେ ଜଣେ ବ୍ୟକ୍ତିଙ୍କ ହାତରୁ ବିଚ୍ ରାସ୍ତାରେ ଦୁଇ ବାଇକ୍ ଲୁଟେରା ୨ ଲକ୍ଷ ଟଙ୍କା ଲୁଟିନେଇଛନ୍ତି।ଏହି ଲୁଟ୍‌ର ପୁରା ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ। ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button