February 4, 2023

ଓଡ଼ିଆ ଭାଷା ବ୍ୟବହାର ନକଲେ ଦଣ୍ଡ ମିଳିବ

1 min read

ଆଓରି(ତା୧|୫)-

ରାଜ୍ୟ ବିଧାନସଭାରେ ମଙ୍ଗଳବାର ଓଡ଼ିଶା ଭାଷା ସଂଶୋଧ ବିଲ୍‌ ପାରିତ ହୋଇଛି । ଗୃହରେ ବାଚନିକ୍‌ ଭୋଟ ମାଧ୍ୟମରେ ଓଡ଼ିଶା ଭାଷା ସଂଶୋଧନ ବିଲ୍‌-୨୦୧୮ ପାରିତ ହୋଇଛି । ଏହି ବିଧେୟକ ଅନୁସାରେ ଏଣିକି ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବ । ଓଡ଼ିଆ ଭାଷା ବ୍ୟବହାର ନକଲେ ସରକାରୀ କର୍ମଚାରୀ ଦଣ୍ଡିତ ହେବେ ଓ ଓଡ଼ିଆ ଭାଷା ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିରୁ ବ୍ୟତିକ୍ରମ ହେଲେ ଦଣ୍ଡ ମିଳିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.