December 7, 2023

କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଜବତ

1 min read
landmine-seized-during-search-operation-at-sundergarh-Aajira-Odisha

ଆଓରି-ଭୁବନେଶ୍ଵର(୦୨/୦୨) : ସୁନ୍ଦରଗଡ ଜିଲ୍ଲା ଲଙ୍ଗଳ କଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର ।  ଜଙ୍ଗଲରେ ସିଆରପିଏଫ ଜବାନଙ୍କ  କଂମ୍ବି ଅପରେସନ ସମୟରେ  ଏହି ଲ୍ୟାଣ୍ଡମାଇନ ଦେଖିବାକୁ ପାଇଥିଲେ । ତାହାକୁ  ଉଦ୍ଧାର କରି ଡିଫ୍ୟୁଜ କରିଥିବା ଜଣାପଡିଛି । ଏହାସହ  କଂମ୍ବି ଅପରେସନକୁ ଜୋରଦାର କରିଛି ।  ତେବେ ନିର୍ବାଚନ ସମୟ ପାଖେଇ ଆସିଥିବାରୁ ସ୍ଥାନୀୟ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.