ଖେଳଜିଲ୍ଲା

ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଆ.ଓ.ରି(ତା୨|୬)-୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା କଟକ ଜବାହାରଲାଲ ଇନ୍‌ଡ଼ୋର ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ୍‌ ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ।

୩୦ଟି ଜିଲ୍ଲାରୁ ମୋଟ୍ ୧୮୦୦ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ହକି ବାଳକ ବିଭାଗରେ ଖୋର୍ଦ୍ଧା, ଫୁଟବଲ ବାଳକ ବିଭାଗରେ ସମ୍ବଲପୁର, ଭଲିବଲ୍‌ ବାଳିକା ବିଭାଗରେ ମାଲକାନଗିରି ଓ କବାଡ଼ି ବାଳିକା ବିଭାଗରେ କନ୍ଧମାଳ ଚାମ୍ପିୟନ୍‌ ହୋଇଥିଲା।

 

 

Related Articles

Leave a Reply

Your email address will not be published. Required fields are marked *

Back to top button