ସେପ୍ଟେମ୍ବର ୧ତାରଖରୁ ବଢିବ ଇ-ଟିକେଟ୍ ଦର
1 min read
ଆଓରି-ନୂଆଦିଲ୍ଲୀ(୩୧/୦୮) : ଆଇଆରସିଟିସିରୁ ଇ-ଟିକେଟ୍ କିଣିବା ଏବେ ମହଙ୍ଗା ପଡିବ । ଭାରତୀୟ ରେଲଓ୍ୱ ସେପ୍ଟେମ୍ବର ୧ତାରଖରୁ ସେବା ଶୁଲ୍କ ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଆଇଆରସୀଟୀସୀ ତଫରୁ ଅଗଷ୍ଟରେ ଜାରି କରାଯାଇଥିବା ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ନନ୍-ଏସି ଶ୍ରେଣୀର ଟିକେଟ ୧୫ଟଙ୍କା ଏବଂ ଏସି ଶ୍ରେଣୀର ଟିକେଟ ୩୦ଟଙ୍କାର ସେବା ଶୁଲ୍କ ଆଦାୟ କରିବଆଇଆରସିଟିସି ।
ତେବେ ଏହାଠାରୁ ଜିଏସ୍ଟି ସମ୍ପୂଣ୍ଣ ଅଲଗା ରଖାଯିବ । ଚଳିତ ମାସ ଆମ୍ଭରୁ ହିଁ ରେଲଓ୍ୱୈ ବୋର୍ଡ ଆଇଆରସିଟିସିକୁ ଅନ୍ଲାଇନ୍ ଟିକେଟ ଉପରେ ଯାତ୍ରୀମାନଙ୍କ ଠାରୁ ଜିଏସ୍ଟି ଆଦାୟ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା ।