ଅପରାଧ

ଆଇପିଏଲ ବେଟିଂ, ୬ ଗିରଫ

ଆଓରି(ତା୨୯|୪)-ଆଇପିଏଲ ବେଟିଂ ଅଭିଯୋଗରେ ସମ୍ବଲପୁର ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୧୦ଟି ମୋବାଇଲ୍‌ ଫୋନ୍‌ ଓ ଜବତ ୬୭ ହଜାର ଟଙ୍କା ଜବତ ହୋଇଛି । ଗତକାଲି ରାତିରେ ଚାଲିଥିବା ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ରେ ଅଭିଯୁକ୍ତମାନେ ବେଂଟି ଲଗାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ପୁଲିସ ଚଢଉ କରି ସେମାନଙ୍କୁ ଗିରଫ କରିଥିଲା ବୋଲି ଏକ ସମ୍ବାଦିକ ସମ୍ମଳନୀରେ ସମ୍ବଲପୁର ଏସ୍‌.ପି ସଞ୍ଜିବ ଅରୋରା କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button