ଆନ୍ତର୍ଜାତୀୟ
ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ଦେଖନ୍ତୁ ମ୍ୟୁଜିୟମ୍ର ଫଟୋ
![](http://www.aajiraodisha.org/wp-content/uploads/2018/05/images-1.png)
ଆ.ଓ.ରି(ତା୧୮|୫)-ଆଜି ମେ ୧୮ ତାରିଖ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍ ଡେ’। ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍ ଗୁଡିକର ଗୁରୁତ୍ୱ ରହିଛି। ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଏ।