ଜାତୀୟ

ଆଜି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ପିୟୁଷ ଗୋୟେଲ

ଆଓରି-ନୂଆଦିଲ୍ଲୀ(୦୧/୦୨) : ଆଜି କେନ୍ଦ୍ରୀୟ ବଜେଟ୍ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଶେଷ ଥର ପାଇଁ ସାମୟିକ ବଜେଟ୍ ଉପସ୍ଥାପନ କରିବେ । ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଏହି ବଜେଟ୍ ଉପସ୍ଥାପନ କରିବେ । ତେବେ ନିର୍ବାଚନ ବର୍ଷ କାରଣରୁ ବଜେଟକୁ ନେଇ ବିଭିନ୍ନ ମହଲରୁ ଉତ୍କଣ୍ଠା ଦେଖାଦେଇଛି । ସେହିପରି ଓଡିଶା ପାଇଁ ଅଧିକ ଅର୍ଥରାଶି ବରାଦ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button