March 23, 2023

ମନୁଷ୍ୟ ଶରୀରର କ୍ଷମତା

1 min read

ଆଜିର ଓଡିଶା (ତା୫|୪) – କାଲିଫର୍ଣ୍ଣିଆର ବିଶେଷଜ୍ଞ ଦଳ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପରୀକ୍ଷା କରି କେତେକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଏହି ଗବେଷଣାରୁ ମନୁଷ୍ୟ ଶରୀରର କ୍ଷମତା ଜଣାପଡ଼ିଛି।

୪୨ ଡିଗ୍ରୀ ପର୍ୟ୍ୟନ୍ତ ଉତ୍ତାପ ମନୁଷ୍ୟ ଶରୀର ସହିପାରିଥାଏ। ଏହା ଠାରୁ ଅଧିକ ହେଲେ ଅନେକ ପ୍ରାଣ ହରାଇଥାନ୍ତି ବୋଲି ମତ।

ଗରମ ପବନର ତାପମାତ୍ରା ୧୪୨ ଡିଗ୍ରୀ ପର୍ୟ୍ୟନ୍ତ କେତେକ ବର୍ଗର ମନୁଷ୍ୟ ସହିପାରନ୍ତି ବୋଲି ବିଶେଷଜ୍ଞଙ୍କ ମତ। ତେବେ ସମସ୍ତ ବର୍ଗର ଲୋକେ ଏସବୁ ସହିପାରୁନଥିବାର ପ୍ରକାଶ।

ଆଦୌ ପାଣି ନ ପିଇ ଜଣେ ବ୍ୟକ୍ତି ୭ଦିନ ପର୍ୟ୍ୟନ୍ତ ଜୀବିତ ରହିପାରିବ।

ଅମ୍ଳଜାନ ବିନା ମନୁଷ୍ୟ ୨-୧୧ ମିନିଟ୍ ପର୍ୟ୍ୟନ୍ତ ବଞ୍ଚିପାରିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.