ରାଜ୍ୟରେ ଧୃତରାଷ୍ଟ୍ରଙ୍କ ଅନ୍ଧ ସରକାର ଚାଲିଛି: ବସନ୍ତ ପଣ୍ଡା
1 min read
ହୋମଗାର୍ଡ ଚାକିରିରେ ସାମାଜିକ ସୁରକ୍ଷା ନାହିଁ
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏହି ଘଟଣାରେ ନିଜର ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ ଏବେ ରାଜ୍ୟରେ ଧୃତରାଷ୍ଟ୍ରଙ୍କ ଅନ୍ଧ ସରକାର ଚାଲିଛି।
ହୋମଗାର୍ଡ ଚାକିରିରେ ସାମାଜିକ ସୁରକ୍ଷା ନାହିଁ ବୋଲି ମଧ୍ୟ ଅଭିଯୋଗ କରି ଶ୍ରୀ ପଣ୍ଡା କହିଛନ୍ତି,
ପୁନଃ ନିଯୁକ୍ତି ଦାବିରେ ଜଣେ ହୋମଗାର୍ଡ ଆତ୍ମାହୁତି କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଶ୍ରୀ ବସନ୍ତ ପଣ୍ଡା ୫ ଜଣିଆ ଟିମ୍ ସହିତ କଣାସ ଗସ୍ତ କରିଥିଲେ।