ବାଣିଜ୍ୟ

ଭୁବନେଶ୍ଵର ବଜାରରେ ପ୍ରବେଶ କଲା ହିରୋ ଡେଷ୍ଟିନି

ଆଓରି-ଭୁବନେଶ୍ଵର(୧୬/୧୧) : ହିରୋ ମୋଟୋକର୍ପର ଅଧିକୃତ ଶୋ’ରୁମ ସଞ୍ଜୀବ ହିରୋଠାରେ ନୂଆ ଡେଷ୍ଟିନି ୧୨୫ ସିସି ସ୍କୁଟରର ବଜାର ପ୍ରବେଶ ହୋଇଛି। ଅଭିନେତ୍ରୀ ଏଲିନା ଦାସ ଯୋଗ ଦେଇ ସ୍କୁଟରକୁ ଉନ୍ମୋଚନ କରିଥିଲେ। ପ୍ରଥମ କରି ଏହି ମଡେଲ ବଜାରକୁ ଆସିଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଗହଳି ଲାଗିଥିଲା। କାର୍ଯ୍ୟକ୍ରମ ଅବସରରେ ସଞ୍ଜୀବ ହିରୋର ପାର୍ଟନର ସଞ୍ଜୀବ ମଲ୍ଲିକ ଏବଂ ମ୍ୟାନେଜିଂ ପାର୍ଟନର ଅମିତ ମଲ୍ଲିକ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button