ଖେଳଜାତୀୟ

୧୫ ଦିନ ମଧ୍ୟରେ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ କଲେ ମହିଳା ଆଥଲେଟ ହିମା ଦାସ

ଆଓରି-ନୂଆଦିଲ୍ଲୀ(୧୮/୦୭) : ଭାରତର ମହିଳା ଆଥଲେଟ ହିମା ଦାସ ୧୫ ଦିନ ମଧ୍ୟରେ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି। ଚେକ୍‍ ଗଣତନ୍ତ୍ରର ତାବୋରଠାରେ ଚାଲିଥିବା ଦୌଡ଼କୁଦ ପ୍ରତିଯୋଗିତାରେ ହିମା ଦାସ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ବୁଧବାର ରାତିରେ ଅନୁଷ୍ଠିତ ପ୍ରତିଯୋଗିତାରେ ହିମା ୨୩.୨୫ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରିଥିଲେ। ଅନ୍ୟପକ୍ଷରେ ଭି.କେ. ବିସ୍ମୟ ୨୩. ୪୩ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button