Uncategorizedବିଶେଷରାଜ୍ୟ

ଆଜିର ଓଡିଶା ତରଫରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ୪୯ତମ ଜନ୍ମଦିବସରେ ହାର୍ଦ୍ଦିକ ଶୁଭେଚ୍ଛା

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪୯ତମ ଶୁଭ ଜନ୍ମଦିନରେ ତାଙ୍କର ସୁସ୍ଥ ଓ ଦୀର୍ଘଜୀବନର କାମନା କରୁଅଛୁ | ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଳାଳୟ ଦ୍ଵାରା ବହୁତ ଜନହିତକର ପଦକ୍ଷେପ ନେଇ ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇବା ସହିତ ତାଙ୍କର ଊର୍ଜ୍ଜାବନ ନେତୃତ୍ତ୍ଵ ଯୋଗୁଁ  ଦେଶ ଉନ୍ନତି ପଥରେ ଗତି କରୁଛି
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ ଓ ଶକ୍ତି ଦିଅନ୍ତୁ, ସେ ଆମ ଓଡିଶାକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରାନ୍ତୁ |

 

 

 

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button