ରାଶିଫଳ

ଆଜିର ରାଶିଫଳ

ଆ.ଓ.ରି(ତା୧|୬)-

ମେଷ : ଏହି ରାଶି ର ବ୍ୟକ୍ତି ମାନଙ୍କ ର ମନ ଭଲ ନ ରହିଥିବାରୁ ଆଘାତ ପାଇଁ ପାରନ୍ତି ଏବଂ ସାଙ୍ଗଠନିକ କାର୍ଯ୍ୟରେ ଜନହିତକର କାର୍ଯ୍ୟ କାରଣ ରୁ ସର୍ବସାଧାରଣ ରେ ବେଶ ପ୍ରସଂଶିତ ହେବେ I

ବୃଷ : ଏହି ରାଶିର ବ୍ୟକ୍ତି ମାନଙ୍କୁ ଅତୀତ ର ଅନେକ ସମସ୍ୟା ମନ କୁ ବ୍ୟସ୍ତ କରିଦେଇଛି I ସନ୍ତାନ ସମସ୍ୟା ଓ ବ୍ୟବସାୟ ରେ ପ୍ରତିବନ୍ଧକ ଯୋଗୁ ଅନେକ କାମ ଅଟକି ରହିଛି I ଆପଣ ମନ ରେ ସାହସ ବାନ୍ଧି କୌଣସି କାମ କରିବାକୁ ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିତ ରୂପେ ସଫଳ ହେବେ I

ମିଥୁନ : ପାପ ଗ୍ରହଙ୍କ ପ୍ରଭାବ କାରଣ ରୁ ଘର ଓ ଅଫିସ କାର୍ଯ୍ୟ ରେ ଦୁଶ୍ଚିନ୍ତା ଲାଗି ରହିବ I ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ I

କର୍କଟ : ଚନ୍ଦ୍ର ଓ ଶନିଙ୍କ ର ନିକଟତର ହେବାରୁ ପ୍ରତୋକ କାମ ସମସ୍ୟା ଓ ବିଳମ୍ୱ ହେଇପାରେ I ମନ ଅଶାନ୍ତି କାରଣରୁ ଆପଣ କୌଣସି ଏକ ସ୍ଥାନ ରେ ରହି ପାରିବେ ନାହିଁ` I

ସିଂହ : ଆଜି କୌଣସି ସାମାନ୍ୟ କଥା ରେ କୌଣସି ବ୍ୟକ୍ତିଙ୍କ ସହ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ I ପରିବାର ରେ ଅଶାନ୍ତି କାରଣରୁ ମନରେ ଦୁଶ୍ଚିନ୍ତା ଲାଗି ରହିବ I

କନ୍ୟା : ଏହି ରାଶି ର ବ୍ୟକ୍ତି ମାନେ ଅନ୍ୟ ଵ୍ୟକ୍ତିଙ୍କ ଦ୍ୱାରା ନୂତନ ବ୍ୟବସାୟ ପାଁଇ ପ୍ରେରିତ ହେବେ I ଜଣେ ନିକଟତର ବନ୍ଧୁ ଆପଣଙ୍କର ମାର୍ଗ ଦର୍ଶକ ହୋଇପାରନ୍ତି I

ତୁଳା : ଏହି ରାଶିର ବ୍ୟକ୍ତି ମାନଙ୍କ ର ମନ ଅଧିକାଂଶ ସମୟ ରେ ଅସ୍ଥିର ରହିବ I କୋର୍ଟକଚେରୀ ଦ୍ୱାରା ସବୁ କଥା ସହଜ ରେ ସମାଧାନ ହେଇ ପାରିବ I

ବିଛା : ବୁଧ ଓ ବୃହସ୍ପତି ଙ୍କ ଉପସ୍ତିତି ଆପଣଙ୍କୁ ଅର୍ଥ ଓ ସମାନ ଆଦି ପ୍ରଦାନ କରିବ I କଥା ରେ ମତାନ୍ତର ହେବାରୁ ବିତର୍କ ସୃଷ୍ଟି ହେଇପାରେ I ଅପୂରଣୀୟ ଆଶା ମନ କୁ ବିଚଳିତ କରିବ I

ଧନୁ : ଆଜି ଏହି ରାଶିର ବ୍ୟକ୍ତି ମାନଙ୍କର ଅର୍ଥ ପ୍ରାପ୍ତି ଓ ଦୂର ଯାତ୍ରାର ଯୋଗ ରହିଛି ଏବଂ ରହୂଙ୍କ ପ୍ରଭାବ ରେ ପାର୍ଶ୍ଵ ରେ ଭୁଲ ବୁଝାମଣା ଦେଖାଦେବ I କାହାରି କଥା ଆପଣ ଙ୍କ ମନ ରେ ଆଘାତ ଦେଇପାରେ I

ମକର : ଆଜି ଯାହା କରିବାକୁ ଇଚ୍ଛା କରିବେ ସେଥିରେ ବନ୍ଧୁ ଙ୍କ କଥା ମାନି ଚାଲିଲେ ବହୁତ ଭଲ ହେବ I ଲେଖାପଢ଼ା ,ସାହିତ୍ୟ , କଳା ଆଦି କ୍ଷେତ୍ରରେ ବହୁତ ଲାଭ ପାଇବେ I

କୁମ୍ଭ : ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ପାଇବେ କିନ୍ତୁ ପତିଟି କ୍ଷେତ୍ରରେ ଆପଣ ସବୁ ଲୋକଙ୍କ ଉପରେ ସନ୍ଧେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ନେଇ ଚିନ୍ତିତ ରହିବେ I

ମୀନ : ଆପଣ ଙ୍କ ଚିନ୍ତାଧାରା ପରିସ୍ଥିତି କୁ ନେଇ ବଦଳିଯିବ I ଯାହା ଭାବୁଥିବେ ତାହା କରିବାରେ ଆପଣ ଅସମର୍ଥ ହେବେ I ସହକର୍ମୀ ଙ୍କ ସହ କର୍ମ କ୍ଷେତ୍ରରେ ବିବାଦ ସୃଷ୍ଟି କରିବ.

Related Articles

Leave a Reply

Your email address will not be published. Required fields are marked *

Back to top button