ରାଜ୍ୟ

ଛଅ ମାସ ପରେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ପେନ୍‌ସନ୍

ଆଓରି-ଭୁବନେଶ୍ଵର(୨୫/୧୦) : ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ଦାବିରେ ସରକାର ମୋହର ମାରିଛନ୍ତି। ତେବେ ଏହି ପେନ୍‌ସନ୍ ପାଇବାକୁ ହେଲେ କର୍ମଚାରୀମାନଙ୍କୁ ଆହୁରି ଛଅ ମାସ ଅପେକ୍ଷା କରିବାକୁ ପଡ଼ିବ। ଗ୍ରାମ୍ୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନେ ଏବେ ୧୦୦୦ ଟଙ୍କାରୁ ୨୫୦୦ ଟଙ୍କା ମଧ୍ୟରେ ପେନ୍‌ସନ୍ ପାଉଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ଭଳି ପେନ୍‌ସନ୍ ପାଇବାକୁ ସେମାନେ ଦୁଇ ଦଶନ୍ଧୀ ଧରି ଲଢ଼େଇ କରୁଥିଲେ। ଚଳିତ ବର୍ଷ ଏପ୍ରିଲରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ କର୍ମଚାରୀଙ୍କୁ ନ୍ୟାୟ ମିଳିଥିଲା। ୧୯୯୩ ମସିହାଠାରୁ ପେନ୍‌ସନ୍ ଲାଗୁ କରିବାକୁ ସେମାନେ ଦାବି କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button