ରାଜ୍ୟ

ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ କୁସ ପୁତଳିକା ଦାହ କଲେ ଗଞ୍ଜାମ ଜିଲ୍ଲା ବିଜେପି କର୍ମୀ

ଆଓରି-ଭୁବନେଶ୍ଵର(୦୩/୦୧) : ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଥିବା ବିଭ୍ରାଟ ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଗଞ୍ଜାମ ଜିଲ୍ଲା ବିଜେପି କର୍ମୀମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ କୁସ ପୁତଳିକା ଦାହ କରାଯାଇଛି । ବ୍ରହ୍ମପୁର ସ୍ଥିତ ଘୋଷାଣିନୂଆଗାଁରେ ଥିବା ମହାପ୍ରଭୁ ଜଗନ୍ନାଥ ମନ୍ଦିର ପାଖରେ କୁଶପୁତଲିକା ଦାହ କରାଯାଇଥିବା ଜଣାପଡ଼ିଛି । ପୁରୀ ଘଟଣାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ତୀଵ୍ର ନିନ୍ଦା କରିବା ସହ ବହୁ ମାତ୍ରାରେ ବିଜେପି କର୍ମୀ ଯୋଗ ଦେଇ ଉଭୟଙ୍କ କୁଶପୁତଳିକା ଦାହ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button