May 19, 2024

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ପ୍ରଫେସର ଗଣେଶୀ ଲାଲଜୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ..

1 min read

ଆ.ଓ.ରି(ତା୨୬|୫)-ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ପ୍ରଫେସର ଗଣେଶୀ ଲାଲ। ହରିୟାଣାର ବିଜେପି ନେତା ପ୍ରଫେସର ଲାଲଙ୍କୁ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ହରିୟାଣା ସୀର୍ସା ଆସନରୁ ବିଧାୟକ ଥିଲେ। ଏଥିସହିତ ସେ ବିଜେପି ଶୃଙ୍ଖଳା କମିଟିର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ପ୍ରକାଶ ଥାଉକି ରାଜ୍ୟପାଳ ପଦରୁ ଏସ୍.ସି ଜମିର ଅବସର ନେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଉଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.