ଖେଳ

ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

ଆଓରି(ତା୨୬|୪)-ଆଇପିଏଲ୍‌ ୨୦୧୮ରେ  ନିରାଶାଜନକ ପ୍ରଦର୍ଶନ ଯୋଗୁଁ ବୁଧବାର ଗୌତମ ଗମ୍ଭୀର ଦିଲ୍ଲୀ ଡେୟାର ଜେଭିଲ୍ସର ଅଧିନାୟକ ପଦ ଛାଡ଼ିଛନ୍ତି। ଚଳିତ ସଂସ୍କରଣରେ ଦଳ ବାରମ୍ବାର ପରାଜିତ ହେଉଥିବାରୁ ଗମ୍ଭୀର ଏପରି ନିଷ୍ପତ୍ତି ନେଇଛନ୍ତି।

ଗମ୍ଭୀରଙ୍କ ସ୍ଥାନରେ ଶ୍ରେୟସ ଆୟର ଅଧିନାୟକ ପଦ ସମ୍ଭାଳିବେ। ଶ୍ରେୟସଙ୍କ ନେତୃତ୍ତ୍ୱରେ ଦଳ ଆସନ୍ତା ଶୁକ୍ରବାର କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ।

ଚଳିତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ ଭଲ ପ୍ରଦର୍ଶନ କରିନାହିଁ। ଦଳ ୬ଟି ମ୍ୟଚ୍‌ ଖେଳିମ ମାତ୍ର ଗୋଟିଏ ଜିତିଥିବା ବେଳେ ୫ଟିରେ ପରାଜୟ ହୋଇଛି। ନିଜ ନିଷ୍ପତ୍ତିରେ ଅଧିନାୟକ ପଦ ଛାଡ଼ିଥିବା ଗମ୍ଭୀର କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button