March 18, 2023

ସ୍ଵାଧୀନତା ସଂଗ୍ରାମୀ ଦିବାକର ପ୍ରଧାନଙ୍କ ପରଲୋକ

1 min read
Freedom-Fighter-Dibakar-Pradhan-Passed-Away

ଆଓରି-ଭୁବନେଶ୍ଵର(୩୧/୧୨) : ସ୍ଵାଧୀନତା ସଂଗ୍ରାମୀ ଦିବାକର ପ୍ରଧାନଙ୍କ ଅନୁଗୋଳ ଶୁଶୁଡାସ୍ଥିତ ନିଜ ବାସଭବନରେ ୯୮ ବୟସରେ ପରଲୋକ ହୋଇଛି। ମୃତ ଦିବାକର ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଜେଲଦଣ୍ଡ ଭୋଗିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଅନୁଗୋଳ ଜିଲାପାଳ, ଏସପି ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି  ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.