ଜାତୀୟରାଜନୀତି

ମହିଳାଙ୍କ ସହିତ ଅଭଦ୍ର ବ୍ୟବହାର କଲେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରି ସିଦ୍ଧରମୟା

ଆଓରି-ନୂଆଦିଲ୍ଲୀ(୨୮/୦୧) : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରି ସିଦ୍ଧରମୟା ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରିଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ କଂଗ୍ରେସ ନିନ୍ଦାର ପାତ୍ର ପାଲଟି ଯାଇଛି। ସୂଚନା ଅନୁଯାୟୀ, ସିଦ୍ଧରମୟା ମୈସୁରୁ ଗସ୍ତ ସମୟରେ ସେଠାରେ ଜଣେ ମହିଳା କିଛି ଅଭିଯୋଗ ନେଇ ଆସିଥିଲେ। ଆଉ ସେ ତାଙ୍କ ଅଭିଯୋଗ କହିବା ସମୟରେ ସିଦ୍ଧରମୟା ତାଙ୍କ ହାତରୁ ମାଇକ୍‌ ଛଡାଇବା ସମୟରେ ମହିଳାଙ୍କ ଓଢଣି ମଧ୍ୟ ଟାଣି ହୋଇ ଯାଇଥିଲା। ଯାହା କ୍ୟାମେରାରେ କଏଦ ହୋଇଥିଲା। ଏବେ ଏହାକୁ ନେଇ ରାଜନୀତି ବି ସରଗରମ ହେବାରେ ଲାଗିଲାଣି।

Related Articles

Leave a Reply

Your email address will not be published. Required fields are marked *

Back to top button