ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ
1 min read
ଆଓରି-ନୂଆଦିଲ୍ଲୀ(୧୯/୦୩) : ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଆଜି ରାଜ୍ୟସଭା ସଦସ୍ୟମାନେ ଶପଥ ନେବେ । ଶ୍ରୀ ଗୋଗୋଇ ଆଜି ସକାଳ ୧୧ଟାରେ ଶପଥ ନେବେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନିତ କରିଥିଲେ । ଗୋଗୋଇ ନିଜ କାର୍ଯ୍ୟକାଳ ସମୟରେ ଅଯୋଧ୍ୟା ଭୂମି ବିବାଦ, ରାଫେଲ ଲଡାକୁ ବିମାନ ଓ ସାବରମତିରେ ମହିଳାଙ୍କ ପ୍ରବେଶ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ନିଷ୍ପିତ୍ତି ଶୁଣାଣି କରିଥିଲେ ।