ରାଜ୍ୟ

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ

ଆ.ଓ.ରି(ତା୩୦|୫)-ତିଲିକିଧରା ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା। କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ଲାଗିଛି ନିଆଁ। ଲଗେଜ୍ ବଗିରେ ନିଆଁ ଲାଗି ଥିବାର ସୂଚନା ମିଳିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ତିଲିକିଧରା ଷ୍ଟେସନରେ ଅଟକି ରହିଛି ପାସେଞ୍ଜର ଟ୍ରେନ୍‌। ଟ୍ରେନରସମ୍ପୃକ୍ତ ଲଗେଜ ବଗିକୁ ଅଲଗା କରିଛନ୍ତି ରେଳ କର୍ତ୍ତୃପକ୍ଷ

Related Articles

Leave a Reply

Your email address will not be published. Required fields are marked *

Back to top button