ରାଜ୍ୟ

ଓମ୍‌ଫେଡ୍ ପ୍ଲାଣ୍ଟରେ ବିସ୍ଫୋରଣ, ୪ ଆହତ

ଆଓରି(ତା୨୮|୪)-ଭୁବନେଶ୍ୱର ଥିବା ଓମ୍‌ଫେଡ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ପ୍ଲାଣ୍ଟରେ ଥିବା ଷ୍ଟାବିଲାଇଜର ଫାଟିଯିବାରୁ ଏହି ଅଘଟଣ ଘଟିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button