March 19, 2023

ବର୍ଷା ଏବଂ ଥଣ୍ଡା ସମୟରେ ଦହି ଖାଇବା ଶରୀର ପାଇଁ ଲାଭଦାୟକ

1 min read
Dahi-is-good-for-our-health

ବହୁ ସମୟରେ ଲୋକେ ବର୍ଷା ଓ ଥଣ୍ଡା ସମୟରେ ଦହି ଖାଇବା ଉଚିତ କି ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଥାଆନ୍ତି। ତେଣୁ ବହୁ ଲୋକେ ବର୍ଷା, ଥଣ୍ଡା ସମୟରେ ଦହି ଖାଇ ନଥାଆନ୍ତି।

ବର୍ଷା ହେଉ  କିମ୍ବା ଥଣ୍ଡା ଏହି ଦିନ ମାନଙ୍କରେ ଆମର ପାଚନ ଶକ୍ତି ବା ହଜମ ଶକ୍ତି ବହୁ ଦୁର୍ବଳ ହୋଇଯାଏ। ଯାହା ଫଳରେ ଆମ ଖାଦ୍ୟ ସହଜରେ ହଜମ ହୋଇନଥାଏ। ତେଣୁ ଆମକୁ ଅଧିକ ତେଲ କି ବଜାରର ଖାଦ୍ୟ ଖାଇବା ନିମନ୍ତେ ବାରଣ କରାଯାଏ।

1.ତେଣୁ ବର୍ଷା ସମୟରେ ଦହି ଖାଇବା ଆମ ପାଇଁ ଖୁବ ଉପକାରୀ ଅଟେ।

2.ଦହି ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।

3.ଦହିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

4.ପେଟକୁ ଥଣ୍ଡା ରଖେ। ପେଟ ଜନିତ ସମସ୍ୟା ଦୂର କରେ ।

5.ଠିକ୍‍ ସମୟରେ ଭୋକ ହୋଇଥାଏ। ଏସିଡ଼ିଟି ଦୂର କରିଥାଏ।

6.ମୁହଁକୁ ମଧ୍ୟ ଉଜ୍ଜଳ କରିଥାଏ। କେଶରେ ରୂପିର ମାତ୍ରା କମ କରିଥାଏ। 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.