April 16, 2024

ଧରିତ୍ରୀ ଦିବସ ପାଳନ

1 min read

ଆଓରି(ତା୨୩|୪)- ଏପ୍ରିଲ ୨୨ ତାରିଖ କୁ ଧରିତ୍ରି ଦିବସ ରୂପେ ପାଳନ କରାଯାଏ | ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ଧାରିତ୍ରି ଦିବସ ନୂଆ ଦିଲୀ ରେ ପାଳନ ହୋଇଯାଇଛି |  ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ” ଧରିତ୍ରୀ ଦିବସରେ ଆମେ ଧରିତ୍ରୀ ମାତା କୁ କୃତଜ୍ଞତା ଜଣାଇବା ଉଚିତ” |  ଏହିଦିନଟି ପାଳନ କରିବାର ତାତ୍ପର୍ଜ୍ୟ ହେଲା ଧରିତ୍ରୀ ମାତାକୁ ସୁନ୍ଦର ,ସବୁଜ ଓ ପରିଷ୍କାର ରଖି ଆମେ ଏକ ସୁସ୍ଥ ଜୀବନ ଜାପନ କରିବା |  ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା। ଜେନେରାଲ୍‌ଡ ନେଲସନ୍‌ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଭାରତ ସମେତ ୧୯୨ଟି ଦେଶରେ ପାଳନ କରାଯାଉଛି। ପ୍ରଦୂଷଣକୁ ରୋକିବା ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ବନ୍ଦ କରିବା ଏ ବର୍ଷର ଥିମ୍‌ ରଖାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.