February 4, 2023

ଜୀବନ୍ତ ଡଲଫିନ୍ ଉଦ୍ଧାର

1 min read

ଆ.ଓ.ରି(ତା୧୫|୫)-ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼୍‌ର ବେଲେଶ୍ୱର ନିକଟରେ ସମୁଦ୍ରରୁ ଏକ ଜୀବନ୍ତ ଡଲଫିନ୍ ଉଦ୍ଧାର କରାଯାଇଛି। ସମୁଦ୍ର କୂଳକୁ ଡଲଫିନ୍‌ଟି ଭାସି ଆସିଥିବାବେଳେ ସ୍ଥାନୀୟ ଯୁବକମାନେ ଏହାକୁ ଉଦ୍ଧାର କରି ପୁଣିଥରେ ସମୁଦ୍ରରେ ଛାଡି ଦେଇଛନ୍ତି।

ତେବେ ବାରମ୍ବାର ସମୁଦ୍ର ଭିତରକୁ ଛାଡିଥିଲେବି ବଡ ବଡ ଲହଡି ଯୋଗୁ ଡଲଫିନ୍ ଟି ସମୁଦ୍ର ଭିତରକୁ ଯାଇପାରିନଥିଲା। ଏନେଇ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.