ରାଜ୍ୟ

ଜୀବନ୍ତ ଡଲଫିନ୍ ଉଦ୍ଧାର

ଆ.ଓ.ରି(ତା୧୫|୫)-ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼୍‌ର ବେଲେଶ୍ୱର ନିକଟରେ ସମୁଦ୍ରରୁ ଏକ ଜୀବନ୍ତ ଡଲଫିନ୍ ଉଦ୍ଧାର କରାଯାଇଛି। ସମୁଦ୍ର କୂଳକୁ ଡଲଫିନ୍‌ଟି ଭାସି ଆସିଥିବାବେଳେ ସ୍ଥାନୀୟ ଯୁବକମାନେ ଏହାକୁ ଉଦ୍ଧାର କରି ପୁଣିଥରେ ସମୁଦ୍ରରେ ଛାଡି ଦେଇଛନ୍ତି।

ତେବେ ବାରମ୍ବାର ସମୁଦ୍ର ଭିତରକୁ ଛାଡିଥିଲେବି ବଡ ବଡ ଲହଡି ଯୋଗୁ ଡଲଫିନ୍ ଟି ସମୁଦ୍ର ଭିତରକୁ ଯାଇପାରିନଥିଲା। ଏନେଇ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button