ବ୍ୟକ୍ତିତ୍ଵ

ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପରଲୋକ

ଆ.ଓ.ରି(୨୮|୫)-ଆଉ ନାହାନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ୭୫ ବର୍ଷ ବୟସରେ ଆଜି ପ୍ରଭୁଦତ୍ତଙ୍କର ପରଲୋକ ହୋଇଛି।

ସମ୍ବଲପୁର ହସ୍ପିଟାଲ୍ ରୋଡ ବାସଭବନରେ ପ୍ରଭୁଦତ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଭୋର ୪ଟା ବେଳେ ତାଙ୍କର ବିୟୋଗ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।

୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ, ବରଂ ସାରା ଦେଶରେ ବେଶ୍‌ ଲୋକପ୍ରିୟ ଗୀତର ମାନ୍ୟତା ପାଇଛି।  ଜିତେନ୍ଦ୍ରୀୟ ହରିପାଲ୍, କ୍ରିଷ୍ଣା ପଟେଲ କଣ୍ଠଦାନ କରିଥିବା ଏହି କାଳଜୟୀ ଗୀତକୁ ସଙ୍ଗୀତରେ ସଜେଇ ଥିଲେ ପ୍ରଭୁଦତ୍ତ।

 

Related Articles

Leave a Reply

Your email address will not be published. Required fields are marked *

Back to top button