ଜାତୀୟ

ଧର୍ମେନ୍ଦ୍ର ନିର୍ଦ୍ୱନ୍ଦ୍ୱରେ ଦିତୀୟ ଥରପାଇଁ ରାଜ୍ୟସଭାକୁ ନିର୍ବାଚିତ

ନୂଆଦିଲ୍ଲୀ (ଆଓରି)୧୬-୩: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିତୀୟ ଥରପାଇଁ ରାଜ୍ୟସଭା ଲାଗି ମଧ୍ୟପ୍ରଦେଶରୁ ନିଦ୍ୱର୍ନ୍ଦ୍ୱରେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ସେହିଭଳି ଗୁଜରାଟରୁ ୪ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପିରୁ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ମନସୁଖଭାଇ ମାଣ୍ଡଭିୟା ମୋନାନୀତ ହୋଇଛନ୍ତି | ଉତ୍ତରପ୍ରଦେଶରୁ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ଅଶୋକ ବାଜପେୟୀ, ବିଜୟପାଲ୍‌ ସିଂହ ତୋମାର, ସକଳଦୀପ ରାଜବାହାର, କାନ୍ତା କର୍ଦମ, ଅନୀଲ ଜୈନ, ହରନାଥ ସିଂହ ଯାଦବ, ଜିଭିଏଲ ନରସିଂହା ରାଓ ଏବଂ ଅନୀଲ କୁମାର ଯାଦବ ବିଜେପିରୁ ନିର୍ବାଚିତ ହୋଇଥିବାବେଳେ ସମାଜବାଦୀ ପାର୍ଟିରୁ ଜୟା ବଚ୍ଚନ ଏବଂ ବିଏସପିରୁ ଭୀମରାଓ ଆମ୍ବେଦକର ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button