ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
1 min read
ଆ.ଓ.ରି(ତା୮|୫)-ଶ୍ରୀମନ୍ଦିରରେ ଆଜି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରଦ୍ଧାଳୁ ଜଣଙ୍କ ହେଲେ ଅଜୟ କୁମାର ଦାସ (୭୫)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ। ଶ୍ରୀମନ୍ଦିରର କଳ୍ପବଟ ନିକଟରେ ବସିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମହାପ୍ରଭୁଙ୍କ ଦର୍ଶନ ସାରି ସେ କଳ୍ପବଟ ନିକଟରେ ବିଶ୍ରାମ ନେଉଥିଲେ